ଆଦିବାସୀ ମେଳାକୁ ଝୁରିବେ ରାଜଧାନୀବାସୀ : ଶୂନଶାନ୍‌ ପଡ଼ିଆ ଖାଁ ଖାଁ ପରିବେଶ

ଭୁବନେଶ୍ବର: ଶୂନଶାନ ଆଦିବାସୀ ପଡ଼ିଆ। ଖାଁ ଖାଁ ସମ୍ପୂର୍ଣ୍ଣ ପରିବେଶ। କୋଭିଡ୍‌ କଟକଣା ଯୋଗୁଁ ଚଳିତବର୍ଷ ଆଦିବାସୀ ମେଳାକୁ ବନ୍ଦ କରାଯାଇଛି। ତେଣୁ ଏବର୍ଷ ଆଉ ବଣଜଙ୍ଗଲ ଘେରା ପାହାଡ଼ ତଳି ଆଦିବାସୀ ଗାଁ ରାଜଧାନୀର ଶୋଭାବର୍ଦ୍ଧନ କରିବନାହିଁ। ଖପର କାତି ଓ ଛଣ ଛପର ନୁଆଁଣିଆ ଚାଳିଘର ଶୋଭା ପାଇବନି। ନାଲି ଦୋରସା ମାଟିର ଗୋବର ଲିପା କାନ୍ଥ ସାଙ୍ଗକୁ କଣିବାଡ଼ ଓ ଝାଟିମାଟି ଘେରା ଅଗଣାର ଝଲକ … Continue reading ଆଦିବାସୀ ମେଳାକୁ ଝୁରିବେ ରାଜଧାନୀବାସୀ : ଶୂନଶାନ୍‌ ପଡ଼ିଆ ଖାଁ ଖାଁ ପରିବେଶ